gk in odia, odia general knowledge, gk, world general knowledge, world general knowledge questions and answers, gk questions about world, world gk, all gk, general knowledge odia, odia gk 2022, odia gk for class 5, odia gk 2022, odia gk knowledge, odia history gk, gk odia gk, science gk odia, history gk odia, general knowledge 2022 odia, famous landmarks ,osssc gk, famous place, history gk, famous places in the world, historical monuments of the world, famous tourist places, most historical places in the world
ପୃଥବୀର ପ୍ରସିଦ୍ଧ ସ୍ଥାନ, ପୃଥିବୀର ପ୍ରଥମ (Gk in odia)
୧. ପେଣ୍ଟାଗନ୍ କେଉଁଠାରେ ଅବସ୍ଥିତ ?
Show Answer୨. ହ୍ଵାଇଟ୍ ହାଉସ୍ କେଉଁଠାରେ ଅବସ୍ଥିତ ?
Show Answer୩. ଝୁଲନ୍ତା ଉଦ୍ୟାନ କେଉଁଠାରେ ଅଛି ?
Show Answer୪. Statue of Liberty କେଉଁଠାରେ ଅଛି?
Show Answer୫. ବ୍ରାନ୍ ହାଉସ୍ କେଉଁଠାରେ ଅଛି ?
Show Answer୬. ପୃଥିବୀର ପ୍ରଥମ ଉପନ୍ୟାସର ନାମ କ’ଣ ?
Show Answer୭. ପୃଥ୍ବୀର ପ୍ରଥମ ଟେଷ୍ଟଟ୍ୟୁବ୍ ବେବି କେବେ ଓ କେଉଁ ଦେଶରେ ହୋଇଥିଲା ?
Show Answer୮. ପୃଥିବୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କର ନାମ କ’ଣ ଓ ସେ କେଉଁ ଦେଶର ?
ଉ Show Answer
୯. ମିଳିତ ଜାତିସଂଘର ପ୍ରଥମ ମହିଳା ଅଧ୍ୟକ୍ଷଙ୍କ ନାମ କ’ଣ ଓ ସେ କେଉଁ ଦେଶର ?
Show Answer୧୦. ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ପ୍ରଥମ ବ୍ୟକ୍ତିଙ୍କ ନାମ କ’ଣ ଓ ସେ କେଉଁ ଦେଶର ?
Show Answer୧୧. ପୃଥିବୀର ପ୍ରଥମ କୃତ୍ରିମ ହୃଦୟଯନ୍ତ୍ରଯୁକ୍ତ ରୋଗୀଙ୍କ ନାମ କ’ଣ ?
Show Answer୧୨. ଉତ୍ତର ମେରୁରେ ସ୍କାଇଜମ୍ପି ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରିଥିବା ପ୍ରଥମ ବ୍ୟକ୍ତିଙ୍କର ନାମ କ’ଣ ଓ ସେ କେଉଁ ଦେଶର ?
Show Answer
ଇତିହାସ (History-Gk in Odia)
୧୩. ଇଜିପ୍ଟର ମହାନ ପିରାମିଡ୍ ସବୁ କେବେ ନିର୍ମିତ ହୋଇଥିଲା ?
Show Answer14. ନେପୋଲିଅନ୍ ପରାସ୍ତ ହୋଇଥିବା ୱାଟରଲୁ ଯୁଦ୍ଧ କେଉଁଠି ହୋଇଥିଲା ?
Show Answer୧୫. ପ୍ଲାଟୋ କେଉଁ ଗ୍ରନ୍ଥ ରଚନା କରିଥିଲେ ?
Show Answer
16. ଜର୍ଜ ୱାଶିଂଟନ୍ କେବେ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ ?
Show Answer
୧୭. ପ୍ରଥମ ଅଲିମ୍ପିକ୍ ଖେଳ ଗ୍ରୀସ୍ରେ କେବେ ଆରମ୍ଭ ହୋଇଥିଲା ?
Show Answer୧୮. ଆମେରିକା କେବେ ସ୍ବାଧୀନତା ପାଇଥିଲା ?
Show Answer
୧୯ . କେବେ ହିରୋସୀମା ଓ ନାଗାସାକି ଉପରେ ବୋମା ପକାଯାଇଥିଲା ?
Show Answer
୨୦. ସୁଏଜ୍ କେନାଲ୍ କେଉଁ ଖ୍ରୀଷ୍ଟାବ୍ଦରେ ଯାତାୟାତ ପାଇଁ ଖୋଲାଗଲା ?
Show Answer୨୧. ଋଷିଆ କେବେ ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ କଲା ?
Show Answer୨୨. ନେପାଳରେ କେବେ ପ୍ରଥମେ ସାଧାରଣ ନିର୍ବାଚନ ଆରମ୍ଭ ହେଲା ?
Show AnswerAlso Read:-
Best Odia Gk – 20 Largest and Smallest, invention and geographical name
Purpose of GK (General Knowledge): I have written this article to make everyone aware of General Knowledge based on Indian and World GK(Odia gk). Here, we have provided you with the basic GK about India and the world which can help you to prepare for upcoming government exams such as OSSSC, UPSC, SSC, Bank Exams, IBPS, SBI, RBI, FCI, LIC, CBI, Delhi Metro, Railway and State SSC & PSC Exams. Every Indian and every person in the world should learn General Knowledge (GK). You will learn more and advance your skills if you read GK.
It is obvious from a close examination of mankind’s history that humanity has an innate tendency to evolve, explore, and adventure. Listed above is a complete list of ‘Firsts in the World,’ which contains all of those human explorations, expeditions, discoveries, and inventions made for the first time in human history.