Best 35+ Gk on Indian Constitution, Famous Literary Award, and Full form

gk on indian constitution, quiz on indian constitution, gk questions on indian constitution, gk on constitution of india, constitution of india quiz questions, literary award, nobel prize in literature 2020, jnanpith award 2021, nobel literature, nobel prize literature 2020, nobel literature winners, nobel literature 2021, jnanpith award 2021 winners list, Gk on indian constitution , gk odia, odia gk question, odia quiz, odia general knowledge, general knowledge odia, gk questions in odia, gk question and answer in odia

ଆମ ସମ୍ବିଧାନ ଓ ପ୍ରତିରକ୍ଷା (Gk on indian constitution)

୧. ଭାରତର ସମ୍ବିଧାନ ଗଠନ ପାଇଁ କେବେ ପ୍ରଥମ ବୈଠକ ବସିଥିଲା ?
Show Answer

୦୯-୦୬-୧୯୪୬

୨. ନାଗରିକ ମୌଳିକ କର୍ତ୍ତବ୍ୟକୁ କେବେ ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଗଲା ?
Show Answer

୪୨ତମ ସମ୍ବିଧାନ ସଂଶୋଧନ ୧୯୭୬

୩. କେତୋଟି ମୌଳିକ କର୍ତ୍ତବ୍ୟକୁ ସମ୍ବିଧାନ ଅନ୍ତର୍ଭୁକ୍ତ କରାଯାଇଅଛି ?
Show Answer

୧୦

୪. ଆମ ସମ୍ବିଧାନରେ କେତୋଟି ଧାରା ଓ କେତୋଟି ଅନୁଚ୍ଛେଦ ରହିଛି ?
Show Answer

୩୯୫ ଧାରା ଓ ୧୨ଟି ଅନୁଚ୍ଛେଦ

୫. ସମ୍ବିଧାନ ପ୍ରଣୟନ ସଭାରେ କେତେ ଜଣ ମହିଳା ଥିଲେ ?
Show Answer

୨ଜଣ

୬. ଆମ ଭାରତରୁ ମୋଟ୍ କେତେ ଜଣ ବିଭୂତି ନୋବେଲ ପୁରସ୍କାର ପାଇଛନ୍ତି ?
Show Answer

୮ଜଣ

୭. ପୃଥିବୀର କେଉଁ ଦେଶରେ ସବୁଠାରୁ କମ୍ ମୃତ୍ୟୁହାର ଦେଖାଯାଏ ?
Show Answer

ଜାପାନ

୮. ଆମ ଦେଶର ମୁଖ୍ୟ ସାମରିକ ସେନାପତି କିଏ ?
Show Answer

ରାଷ୍ଟ୍ରପତି

୯. ଓଡିଶାରେ କେଉଁଠି କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଛି ?
Show Answer

ଚାନ୍ଦିପୁର

୧୦. ଆମ ଦେଶର ଜଳ ବାହିନୀରେ କେତେ ପ୍ରକାରର ଯୁଦ୍ଧ ଜାହାଜ ଅଛି ?
Show Answer

୧୩

୧୧. ଆମ ଦେଶରେ ଆକାଶ ବାହିନୀର କେତୋଟି ତାଲିମ୍ କେନ୍ଦ୍ର ଅଛି ?
Show Answer

୧୨. ଅମର୍ତ୍ତ୍ୟ ସେନ୍‌ଙ୍କୁ କେଉଁ ମସିହାରେ କ’ଣ ପାଇଁ ନୋବେଲ୍ ପୁରସ୍କାର ମିଳିଥିଲା ?
Show Answer

୧୯୯୮, ଅର୍ଥନୀତି

Gk on indian constitution

ପ୍ରସିଦ୍ଧ ପୁସ୍ତକ ଗୁଡ଼ିକର ରଚୟିତା କିଏ ?

୧୩. ବିସର୍ଜନ – ପୁସ୍ତକର ରଚୟିତା କିଏ ?
Show Answer

ରବୀନ୍ଦ୍ରନାଥ ଟାଗୋର

୧୪. Awake of India – ପୁସ୍ତକର ରଚୟିତା କିଏ ?
Show Answer

ଆନିବେଶାନ୍ତ

୧୫. War & Peace – ପୁସ୍ତକର ରଚୟିତା କିଏ ?
Show Answer

ଲିଓ ଟଲଷ୍ଟୟ

୧୬. କ୍ରିକେଟ୍ ମାଇଁ ଷ୍ଟାଇଲ୍ – ପୁସ୍ତକର ରଚୟିତା କିଏ ?
Show Answer

କପିଳ ଦେବ

୧୭. The Wings of Fire – ପୁସ୍ତକର ରଚୟିତା କିଏ ?
Show Answer

ଏ.ପି. ଜେ. ଅବଦୁଲ କଲାମ୍ (A.P.J Abdul Kalam)

ଏହି ପୁରସ୍କାରଗୁଡ଼ିକ କାହିଁକି ପ୍ରଦାନ କରାଯାଏ ?

୧୮. ଭାରତ ରତ୍ନ –
Show Answer

କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା

୧୯. ପରମବୀର ଚକ୍ର –
Show Answer

ଜଳ, ସ୍ଥଳ, ଆକାଶରେ ଜୀବନକୁ ବାଜି ଲଗାଇ ଶତ୍ରୁର ଉଲ୍ଲେଖନୀୟ ପ୍ରତିରୋଧ ପାଇଁ

୨୦. ଅର୍ଜୁନ ପୁରସ୍କାର –
Show Answer

ଉତ୍ତମ କ୍ରୀଡ଼ା ପାଇଁ

୨୧. ବୋରଲଗ୍ ପୁରସ୍କାର –
Show Answer

ଉତ୍ତମ କୃଷି ବିଜ୍ଞାନ ପାଇଁ

୨୨. ପଦ୍ମଶ୍ରୀ
Show Answer

ଭାରତର ଶ୍ରେଷ୍ଠ ନାଗରିକ ପୁରସ୍କାର

୨୩. କଳିଙ୍ଗ ପୁରସ୍କାର
Show Answer

ଶ୍ରେଷ୍ଠ ବିଜ୍ଞାନ ପୁରସ୍କାର

Full-Form

Srl. No.Short-FormFull-Form
1BSEBoard of Secondary Education.
2GATTGeneral Agreement of Tariffs and Trade.
3NCERTNational Council of Educational Research and Training.
4UPSCUnion Public Service Commission.
5NMEPNational Malaria Eradication Programme.
6MBBSBachelor in Medicine & Bachelor in Surgery.
7SCERTState Council of Educational Research & Training.
8UNESCOUnited Nations Educational Scientific & Cultural Organisation.
9WHOWorld Health Organisation.
10VRSVoluntary Retirement Scheme.
11UNOUnited Nations Organisation.
Gk on indian constitution

Also Read:-

  1. Best Gk in Odia – Famous place in the world, first in the world
  2. Best Odia Gk – 30 Largest and Smallest, invention and geographical name

Leave a Comment