Best Odia Gk – 30 Largest and Smallest, invention and geographical name

general knowledge, osssc gk, general knowledge Odia, gk questions, general knowledge questions, general knowledge quiz, gk questions with answers, general knowledge questions with answers, general knowledge 2022, general awareness, samanya gyan, static gk, gk questions for class 6, gk questions for class 4, gk questions for class 5, general awareness questions, gk questions for class 1 to 4, odia general knowledge question and answer , sadharana gyana, science gk, gk questions for class 9 science

ବୃହତ୍ତମ ଓ କ୍ଷୁଦ୍ରତମ, ଉଦ୍ଭାବନ ଓ ଆବିଷ୍କାର ଓ ଭୌଗୋଳିକ ଉପନାମ (Sadharana Gyana)

୧. ପୃଥିବୀର ବୃହତ୍ତମ ସୁନା ଖଣି କେଉଁଠି ଅବସ୍ଥିତ ?

Show Answer
ଉଇଟ୍ ୱାଟସର ଲ୍ୟାଣ୍ଡ

୨. ପୃଥିବୀର ବୃହତ୍ତମ ଜୀବନ୍ତ ଆଗ୍ନେୟଗିରିର ନାମ କ’ଣ ?

Show Answer
ମୌନାଇଥା, ହାଓ୍ବାଇ

୩. ପୃଥିବୀର ଉଚ୍ଚତମ ଜଳପ୍ରପାତ କେଉଁଠାରେ ଅବସ୍ଥିତ ?

Show Answer
ଆଜେଲ (ଭେନଜୁଆଲା)

୪. ପୃଥିବୀର କ୍ଷୁଦ୍ରତମ ମହାଦେଶର ନାମ କ’ଣ ?

Show Answer
ଅଷ୍ଟ୍ରେଲିଆ

୫. ପୃଥିବୀର ଦୀର୍ଘତମ ରେଳପଥର ନାମ କ’ଣ ଓ ଏହାର ଦୈର୍ଘ୍ୟ କେତେ ?

Show Answer
ଟ୍ରାନସ୍ ସାଇବେରିଆନ୍ ରେଲୱେ ୯୬୦୦ କି.ମି

ଏମାନେ ଆମକୁ କ’ଣ ଦେଇ ଏତେ ପ୍ରସିଦ୍ଧ ଅଟନ୍ତି ?

୬. କାରୋଦରସ –

Show Answer
ନାଇଲନ୍‌ ପ୍ଲାଷ୍ଟିକ

୭. ଜିଲେଟ୍ –

Show Answer
ରେଜର

୮. ଜେନର –

Show Answer
ବସନ୍ତ ପ୍ରତିଷେଧକ

୯. ମାଇକେଲ୍ ରୋଏଣ୍ଟଜେନ୍ –

Show Answer
ଷ୍ଟେଥୋସ୍କୋପ୍

କାହାକୁ କୁହାଯାଏ । (Gk Odia)

୧୦. ଚିର ସବୁଜ ଦେଶ କାହାକୁ କୁହାଯାଏ ।

Show Answer
ନାଟାଲ

୧୧. ସହସ୍ର ହ୍ରଦର ଦେଶ କାହାକୁ କୁହାଯାଏ ।

Show Answer

ଫିନ୍‌ଲାଣ୍ଡ

୧୨. ଜନଶୂନ୍ୟ ଦ୍ବୀପ ଦେଶ କାହାକୁ କୁହାଯାଏ ।

Show Answer
ଟ୍ରିଷ୍ଟାନ୍-ହି-ଗୁନହା

୧୩. ଶାନ୍ତ ସକାଳର ଦେଶ କାହାକୁ କୁହାଯାଏ ।

Show Answer
କୋରିଆ

୧୪. ଦାକ୍ଷିଣାତ୍ୟର ରାଣୀ କାହାକୁ କୁହାଯାଏ ।

Show Answer
ପୁଣେ

୧୫. ଆଜିଆର୍ଟିକର ରାଣୀ କାହାକୁ କୁହାଯାଏ ।

Show Answer
ଭେନିସ୍‌

୧୬. ତାଳତେଲର ଦେଶ କାହାକୁ କୁହାଯାଏ ।

Show Answer
ନାଇଜେରିଆ

୧୭. ପୃଥିବିର କ୍ଷୁଦ୍ରତମ ଦେଶ କାହାକୁ କୁହାଯାଏ ।

Show Answer
ଭାଟିକାନ ସିଟି
Odia gk

ଜ୍ଞାନ ବିଜ୍ଞାନ (Science-sadharana gyana odia)

୧୮. ପରମ ଶୂନ୍ୟାଙ୍କ ବା absolute zero କାହାକୁ କୁହାଯାଏ ?

Show Answer
ଏକ ତାପମାତ୍ରାକୁ

୧୯. ଶରୀର ଜୀବକୋଷର ‘ଶକ୍ତିମୁଦ୍ରା’ କାହାକୁ କୁହାଯାଏ ?

Show Answer
ATP

୨୦. ବିଗ୍ ବ୍ୟାଙ୍ଗ୍ କହିଲେ କ’ଣ ?

Show Answer
ବିଶ୍ଵସୃଷ୍ଟି ସମ୍ବନ୍ଧୀୟ ଏକ ମତବାଦ

୨୧. LPG କ’ଣ ?

Show Answer
Liquefied Petroleum Gas

୨୨. ବାୟୁ ଗ୍ରୁପ ମାପିବା ଯନ୍ତ୍ରର ନାମ କ’ଣ ?

Show Answer
ବାରୋମିଟର

୨୩. ଦୁଧର ଘନତା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହୃତ ହୁଏ ?

Show Answer
ଲାକ୍ଲୋମିଟର

୨୪. ସୂର୍ଯ୍ୟର ତାପମାତ୍ରା ଜାଣିବା ପାଇଁ କେଉଁ ଯନ୍ତ୍ରର ସହାୟତା ଆବଶ୍ୟକ ?

Show Answer
ପାରୋମିଟର

୨୫. ସ୍ପିଡ଼ୋମିଟର ବ୍ୟବହାର କରିଲେ କ’ଣ ଜାଣିହୁଏ ?

Show Answer
ଯାନର ବେଗ

୨୬. ବାୟୁମଣ୍ଡଳର ଆର୍ଦ୍ରତା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?

Show Answer
ହାଇଗ୍ରୋମିଟର

୨୭. ହାଇଡ୍ରୋଫୋନ୍ କ’ଣ ?

Show Answer
ଜଳ ଭିତରର ଧ୍ଵନି ମୁଦ୍ରଣ ଓ ଶ୍ରବଣ ପାଇଁ ବ୍ୟବହୃତ ଯନ୍ତ୍ର

୨୮. ଆଲୋକର ବେଗ ପ୍ରଥମେ କିଏ ମାପିଥିଲେ ?

Show Answer
ରୋମର

୨୯. ଶରୀରରେ ଇନ୍‌ସୁଲିନ୍ ଅଭାବରେ କେଉଁ ରୋଗ ବ୍ୟାପେ ?

Show Answer
ମଧୁମେହ

Also Read:-

Best Odia Gk – 20 Largest and Smallest, invention and geographical name

Candidates who are interested in the General Knowledge and GK Questions on this page can find all the information they need on this topic in one go.

General Knowledge: Importance General knowledge is now included in most competitive examinations and interviews as a separate section, which plays a significant role in determining the final ranking of candidates. Candidates must have current GK updates and static knowledge so that they can answer all GK questions in Top Competitive Exams like OSSSC, UPSC, SSC CGL, SSC CHSL, SSC MTS, NABARD Grade A & B, RBI Grade ‘B’ & Assistants, IBPS PO & Clerk, IBPS RRB Officer Scale 1 & Assistants, CAPF, and other Top Companies Recruitment Drives.

General Knowledge: Static GK For your easy understanding, Static General Knowledge is categorized into three main categories as Basic General Knowledge, India General Knowledge, and World General Knowledge. Crystal clear explanations are provided for each Subtopic. Our discussion of India GK, Basic GK and World GK has already concluded.

Purpose of GK (General Knowledge): I have written this article to make everyone aware of General Knowledge based on Indian and World GK. Here, we have provided you with the basic GK about India and the world which can help you to prepare for upcoming government exams such as OSSSC, UPSC, SSC, Bank Exams, IBPS, SBI, RBI, FCI, LIC, CBI, Delhi Metro, Railway and State SSC & PSC Exams. Every Indian and every person in the world should learn General Knowledge (GK). You will learn more and advance your skills if you read GK.

Leave a Comment